Save Earth Slogans in Odia | ପୃଥିବୀ ଦିବସରେ ପୃଥିବୀ ବଞ୍ଚାଅ ସ୍ଲୋଗାନ 20+ Best Slogan

Save Earth Slogans in Odia । ପୃଥିବୀ ଦିବସରେ ପୃଥିବୀ ବଞ୍ଚାଅ ସ୍ଲୋଗାନ ।

ପୃଥିବୀକୁ କର ନାହିଁ ଅତ୍ୟାଚାର, ଏହା ହେଉଛି ଆମର ନିଶ୍ୱାସର ଆଧାର ।

ପୃଥିବୀରେ ସ୍ଥିର ସମସ୍ତଙ୍କର ଜୀବନ,ଏହାକୁ ଦିଅ ସଭିଏ ସମ୍ମାନ ।

ପୃଥିବୀର ସୌନ୍ଦର୍ଯ୍ୟ ବଞ୍ଚାନ୍ତୁ, ଆସନ୍ତୁ ଗଛ ଲଗାନ୍ତୁ ।

ପ୍ରତ୍ୟେକ ଦିନ ପୃଥିବୀ ଦିନ !

ପୃଥିବୀ ଆମ ସମସ୍ତଙ୍କର ଘର, ଏହାକୁ କର ସଭିଏ ଆଦର ।

ଗଛଗୁଡ଼ିକ ପୃଥିବୀର ଶରୀର, ସେମାନଙ୍କୁ କାଟି ପୃଥିବୀକୁ ପଙ୍ଗୁ ନକର ।

ଏକତା ମଧ୍ୟରେ ଶକ୍ତି ଅଛି; ପୃଥିବୀକୁ ରକ୍ଷା କରିବାର ଆମର ଦ୍ୟତ୍ଵ ଅଛି ।

ପୃଥିବୀକୁ କର ନାହିଁ ଅପମାନ, ଏହାକୁ ସବୁଜ କରି ଏହାର ନିଅ ଯତନ ।

ଜଳ ବଞ୍ଚାଅ, ଗଛ ବଞ୍ଚାଅ, ପୃଥିବୀ ବଞ୍ଚାଅ ।

ପୃଥିବୀ ମରୁଛି, ଏହାକୁ ବଞ୍ଚାଇବା ପାଇଁ ଆମକୁ ଏକଜୁଟ ହେବାକୁ ପଡିବ, ପ୍ରଦୂଷଣକୁ ଦୂର କରିବାକୁ ପଡିବ ।

ପୃଥିବୀ ବଞ୍ଚାଅ, ନିଜର ଜୀବନ ବଞ୍ଚାଅ ।

ପୃଥିବୀର ସୁରକ୍ଷା, ଆମ ସମସ୍ତଙ୍କର ପରୀକ୍ଷା ।

ପୃଥିବୀର ଯତ୍ନ ନିଅ, ଏହା ତୁମର ଯତ୍ନ ନେବ ।

ପୃଥିବୀ ନାହିଁ ତ ଜୀବନ ନାହିଁ ।

Slogan on Pollution

Save Earth Slogans in English

  • Don’t torture the world, this is the basis of our breathing.
  • The lives of all who are stable on earth, give it all respect.
  • Save the beauty of the earth, let’s plant trees.
  • Every day is Earth Day!
  • Earth is the home of all of us, do it all dear.
  • Trees are the body of the earth, do not cut them down and crush the earth.
  • There is power within unity; We have a duty to save the earth.
  • Don’t insult the world, take care of it and make it green.
  • Save water, save trees, save the earth.
  • The earth is dying, we have to unite to save it, we have to get rid of pollution.
  • Save the earth, save your life.
  • Earth security, the test of all of us.
  • Take care of the earth, and it will take care of you.
  • There is no earth, no life.

Traffic Problem and Solution Essay

#Save Earth Slogans in Odia
#Odia Slogans about Save Earth

Also Read:-

Leave a Comment